ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ ସୂଚନା କମିଶନର ଭାବେ ନିଯୁକ୍ତ

ରାଜ୍ୟରେ ପ୍ରଥମଥର ପାଇଁ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ ସୂଚନା କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏହି ନିଯୁକ୍ତି କୁ ନେଇ ବିଭିନ୍ନ ସଙ୍ଘଠନ ପକ୍ଷରୁ ଶ୍ରୀ ବିଶୋଇଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିଛି।

Leave A Reply

Your email address will not be published.