ଭୁବନେଶ୍ୱର, ରାଜ୍ୟରେ ଲଘୁଚାପ କାରଣରୁ ଚାରିଆଡ଼େ ପାଣି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଛି। ଚାଷ ଜମି ନଷ୍ଟ ହେଲାଣି ତ କେଉଁଠି ଘରଦ୍ୱାର ଓ ଧନଜୀବନ କ୍ଷତି ଘଟିଲାଣି। ଏହାରି ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଆଉ ୪୬ ଗେଟ୍ ଖୋଲା ଯାଇଛି। ତେଣୁ ଅନେକ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମହାନଦୀ ଓ ଜଳକା । କଟକ ନରାଜରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବିହିତ ହେଉଛି । ସେହିପରି ବାଲେଶ୍ୱରର ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଜଳସ୍ତର ୬.୩୦ ମିଟର ରହିଛି । ପୁରୀ, ନିମାପଡାରେ କୁଶଭଦ୍ରା ଓ ଆଳିପିଙ୍ଗରେ ଦେବୀ ନଦୀ ବଢିବାରେ ଲାଗିଛି । ଜଗତସିଂହପୁର ଜିଲ୍ଲାରେ ନଦୀ ବିପଦ ସଙ୍କେତ ଟପିସାରିଛି । ଦଳେଇଘାଇ, ମାଛଗାଁ ଓ ଆଳିପିଙ୍ଗଳରେ ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି । ଶଙ୍ଖେଶ୍ୱରରେ ପାଇବା ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ତିର୍ତ୍ତୋଲ ଓ କୁଜଙ୍ଗ ଅଞ୍ଚଳରେ ବହୁ ଗାଁ ବନ୍ୟା ପ୍ରଭାବିତ ହୋଇଛି ।
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ