ରାଜ୍ୟରେ ଆଉ ଜଣେ ସାଂସଦ କରୋନା ଆକ୍ରାନ୍ତ Post published:August 8, 2020 Post category:ଓଡିଶା / ତାଜା ଖବର / ରାଜନୀତି Reading time:1 mins read ବରଗଡ଼, ସାଂସଦ ସୁରେଶ ପୂଜାରୀଙ୍କୁ କରନା ହୋଇଥିବା ସେ ଟୁଇଟ କରି ଜଣାଇଛନ୍ତି। ସେ କହିଛନ୍ତି ଯେ, ତାଙ୍କର କୌଣସି ଲକ୍ଷଣ ନଥିବା ବେଳେ ସେ କରନା ପରୀକ୍ଷା କରାଇଥଲେ। ତାଙ୍କ ରିପୋର୍ଟ ପଜେଟିଭି ଆସିଛି। ବରଗଡ଼ ଜିଲ୍ଲାପାଳ ମଧ୍ୟ ଜଣାଇଛନ୍ତି। ତେଣୁ ସେ ଘରେ ସଂଘରୋଧରେ ଥିବା ଉଲ୍ଲେଖ କରିଛନ୍ତି। ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like NEWS SUPERFAST 2@10 November 14, 2022 ବନ୍ଧା ହେଲେ ସ୍ୱତନ୍ତ୍ର ସଚିବ ଅଜୟ ଦାସ August 14, 2020 ପୁଣି ସଙ୍କଟରେ ଶିମିଳିପାଳ February 16, 2023 ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ଗୁଆଲୀ ନୀତି June 1, 2023