You are currently viewing ସଙ୍ଗରୋଧ ଗୃହରେ  ବଡ଼ଚଣା ବିଧାୟକ

ସଙ୍ଗରୋଧ ଗୃହରେ ବଡ଼ଚଣା ବିଧାୟକ

ବିଜେଡ଼ି ବିଧାୟକ ଅମର ଶତପଥୀଙ୍କ ସରକାରୀ ବାସଭବନରେ ପହଞ୍ଚିଛି କରୋନା । ବିଧାୟକଙ୍କ ପିଏସଓ, ଡ୍ରାଇଭର ଓ ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ରହିଛି । ତେଣୁ ବିଧାୟକ ଅମର ଶତପଥୀ ଘରେ ସଙ୍ଗରୋଧରେ ରହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।