ସମ୍ବଲପୁର, ସମ୍ବଲପୁର ସହରର ୮ଟି ସ୍ଥାନରେ ୧୪୪ ଧାରା ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଧନୁପାଲିର ଭବାନୀ ଫିଲ୍ମ ଓ ସାକ୍ଷୀପଡାର ବ୍ୟାଙ୍କ କଲୋନୀରେ ୧୪୪ ଧାରା ଲାଗୁ ହୋଇଛି । ସେହିପରି ଇସ୍କନ ମନ୍ଦିର ପଛପଟ, ଏନ.ଗୁହା ଲେନ, ବଡବଜାରର ମାଳିପଡା, କାଲିବାଡିର ୱେସ୍କୋ କଲୋନି, ଧନକଉଡାର ସରଲା, ଗୋପାଲାମାଲର ସାଇ ମନ୍ଦିର, ନୟାପଡାରେ କଟକଣା ଲାଗୁ ହୋଇଛି । ଆସନ୍ତା ୧୩ ତାରିଖ ଯାଏଁ ଏହି କଟକଣା ରହିବ ବୋଲି ସୂଚନା ମିଳିଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ