ଭୁବନେଶ୍ୱର, ଦେଶର ସର୍ବଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ସାମିଲ ରହିଛନ୍ତି ୨ ଓଡିଶା ବିଧାୟକ । ତାଲିକାରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ସାମିଲ ଅଛି । ବିଧାୟକଙ୍କ କାର୍ଯ୍ୟଧାରା ଆଧାରରେ ଏହି ତାଲିକା ପ୍ରସ୍ତୁତ ରହିଛି । ତେବେ ଦେଶର ୩,୯୫୮ ବିଧାୟକଙ୍କୁ ନେଇ ଫେମ ଇଣ୍ଡିଆ ପକ୍ଷରୁ ସର୍ଭେ ହୋଇଛି ।
![You are currently viewing ସର୍ବଶ୍ରେଷ୍ଠ ୫୦ ବିଧାୟକ ତାଲିକାରେ ଓଡ଼ିଶାର ୨ ବିଧାୟକ](https://ansodia.in/wp-content/uploads/2020/08/16-23-53-pranab.png)