ରାଜ୍ୟ ପୋଲିସରେ ନୂଆ ନିଯୁକ୍ତିକୁ ମଞ୍ଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ପୋଲିସର ୯୦୫ ପଦବୀରେ ନିଯୁକ୍ତି ପାଇଁ ଅନୁମତି ମିଳିଛି । ୨୨୦ ପୋଲିସ ଷ୍ଟେସନ ପାଇଁ ୯୦୫ ପଦବୀକୁ ଓ ୬ ଆଉଟପୋଷ୍ଟକୁ ମଞ୍ଜୁରି ମିଳିଛି । ୬ଟି ଆଉଟ ପୋଷ୍ଟକୁ ଅଧିକ ମଜଭୁତ କରାଯିବା ନେଇ ରାଜ୍ୟରେ ଆଉ ୬ଟି ପୋଲିସ ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି ।
![You are currently viewing ୨୨୦ ପୋଲିସ ପୋଷ୍ଟ ପାଇଁ ୯୦୫ ପଦବୀକୁ ମଞ୍ଜୁର ଦେଇଛନ୍ତି ମୁଖ୍ୟମନ୍ତ୍ରୀ](https://ansodia.in/wp-content/uploads/2020/07/WhatsApp-Image-2020-07-22-at-2.15.30-PM.jpeg)