୮ଟି ଜିଲ୍ଲାର ଲୋକଙ୍କ ପାଇଁ ଢେଙ୍କାନାଳ ଆସିବା ମନା

୮ଟି ଜିଲ୍ଲାର ଲୋକଙ୍କ ପାଇଁ ଢେଙ୍କାନାଳ ଆସିବା ବନ୍ଦ। ସେହି ଜିଲ୍ଲାରୁ ଢେଙ୍କାନାଳ ଆସିଲେ ୧୪ଦିନ ରହିବେ ସଙ୍ଗରୋଧ କେନ୍ଦ୍ରରେ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭୁମେଶଚନ୍ଦ୍ର ବେହେରା। ଗଂଜାମ,ଗଜପତି, ଖୋର୍ଦ୍ଧା,କଟକ, ଯାଜପୁର,ବାଲେଶ୍ୱର, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରୁ ଆସୁଥିବା ଲୋକଙ୍କ ପାଇଁ ଜାରି ହେଲା କଟକଣା ।

Leave A Reply

Your email address will not be published.