Ipl 2020 ର 45ତମ ମ୍ୟାଚରେ ରାଜସ୍ଥାନ ରୟାଲସ ମୁମ୍ବାଇ ଇଣ୍ଡିଆନସକୁ 8 ୱିକେଟ ଓ 10 ବଲରେ ପରାସ୍ତ କରିଛି । ମୁମ୍ବଇ ଇଣ୍ଡିଆନସ 20 ଓଭର ଓ 5 ୱିକେଟ ବ୍ୟୟରେ 195 ରନ କରିଥିବା ବେଳେ ରାଜସ୍ଥାନ ରୟାଲସ 18.2 ଓଭର ଓ 2 ୱିକେଟ ବ୍ୟୟରେ 196 ରନ କରି ମ୍ୟାଚକୁ ଜିତିଛି । ମୁମ୍ବାଇ ଇଣ୍ଡିଆନସ ଖେଳାଳୀଙ୍କ ମଧ୍ୟରେ ହାଦ୍ଦିକ ପାଣ୍ଡ୍ୟା 60(21), ସୂଯ୍ୟ କାନ୍ତ ଯାଦବ 40(26) ଏବଂ ରାଜସ୍ଥାନ ଖେଳାଳୀଙ୍କ ମଧ୍ୟରୁ ବେନ ଷ୍ଟୋକସ 107(60), ସଞ୍ଜୁ ସାମସନ 54(31) ରନ କରିଛନ୍ତି । ବେନ ଷ୍ଟୋକସ 107(60) ରନ କରି ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି