୩ ଝିଅକୁ ବିଷ ଦେଇ ମାରିଲା ବାପା

ପାକିସ୍ତାନ (୨୬.୧.୨୩) : ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଲୋକ ଶାରୀରିକ ଏବଂ ମାନସିକ ଚାପରେ ରହୁଛନ୍ତି । ବେରେଜଗାରୀ ଏବଂ ଦରିଦ୍ରତା ଯୋଗୁଁ ଜଣେ ବ୍ୟକ୍ତି ୩ ଜଣ ଝିଅକୁ ବିଷ ଦେଇ ମାରିଛନ୍ତି । ଏହି ଘଟଣାରେ ଗୋଟିଏ ପିଲାର…

Continue Reading୩ ଝିଅକୁ ବିଷ ଦେଇ ମାରିଲା ବାପା