ପ୍ରଶାସନର ମନମୁଖୀ କାର୍ଯ୍ୟ ଅଭିଯୋଗରେ ଇସ୍ତଫା ଦେବେ ୧୯ ସରପଞ୍ଚ

  • Post category:ଓଡିଶା
  • Reading time:1 mins read

କେନ୍ଦୁଝର ଜିଲ୍ଲା ତେଲକୋଇରେ ବ୍ଲକ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ଭିତରେ ଚାଲିଥିବା ତୁତୁ-ମେମେ ଚରମ ସୀମାରେ ପହଞ୍ଚିଛି। ଏହି ବ୍ଲକର ୨୨ରୁ ୧୯ ଜଣ ସରପଞ୍ଚ ସାମୁହିକ ଇସ୍ତଫା ଦେବା ପାଇଁ ପ୍ରଥମେ ବ୍ଲକ, ପରେ ଜିଲ୍ଲାପାଳ ଅଫିସ ଘୂରି ବୁଲିଥିଲେ ବି ଏଥିରେ ସଫଳ ହୋଇପାରି ନାହାନ୍ତି।

Continue Readingପ୍ରଶାସନର ମନମୁଖୀ କାର୍ଯ୍ୟ ଅଭିଯୋଗରେ ଇସ୍ତଫା ଦେବେ ୧୯ ସରପଞ୍ଚ