୩ ମହଲା ହେବ ରାମ ମନ୍ଦିର: ୨୨ ଜାନୁଆରୀରେ ହେବ ପ୍ରତିଷ୍ଠା 

ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ତାରିଖ ଆଉ ଅଳ୍ପ ଦିନ। ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମଲାଲା ବିରାଜମାନ କରିବେ। ଏନେଇ ନିର୍ମାଣ କାର୍ଯ୍ୟ ବହୁତ ଦ୍ରୁତ ଗତିରେ ଚାଲିଛି।

Continue Reading୩ ମହଲା ହେବ ରାମ ମନ୍ଦିର: ୨୨ ଜାନୁଆରୀରେ ହେବ ପ୍ରତିଷ୍ଠା