ଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିନରେ ନିଲମ୍ବିତ ହେଲେ ୪୯ ସାଂସଦ 

ଆଜି ପୁଣି ନିଲମ୍ବିତ ହେଲେ ୪୯ ଲୋକସଭା ସାଂସଦ । ପ୍ରବଳ ହଟ୍ଟଗୋଳ ଯୋଗୁ ଆଜି ଦ୍ବିତୀୟ ଦିନରେ ୪୯ ବିରୋଧୀ ସାଂସଦଙ୍କୁ ପାର୍ଲାମେଣ୍ଟରୁ ସସପେଣ୍ଡ କରିଛନ୍ତି ବାଚସ୍ପତି ଓମ ବିର୍ଲା।

Continue Readingଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିନରେ ନିଲମ୍ବିତ ହେଲେ ୪୯ ସାଂସଦ