ଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟ୍ବେଣ୍ଟି-୨୦ 

  • Post category:କ୍ରୀଡା
  • Reading time:1 mins read

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲା। କ୍ରମାଗତ ଭାରତ ପ୍ରଥମ ଦୁଇଟି ମ୍ୟାଚ ଜିତିଥିବା ବେଳେ ତୃତୀୟ ମ୍ୟାଚରେ ସେହି ବିଜୟ ଧାରାକୁ ଅଷ୍ଟ୍ରେଲିଆ ଭାଙ୍ଗି ଦେଇଥିଲା।

Continue Readingଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟ୍ବେଣ୍ଟି-୨୦