ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶାର ପ୍ରଜ୍ଞାପନ ମେଢ

ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶାର ପ୍ରଜ୍ଞାପନ ମେଢ । ଏଥର ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଥିବା ଓଡିଶାର ପ୍ରଜ୍ଞାପନ ମେଢ ସମସ୍ତ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅଧିକାର କରିଛି ।

Continue Readingସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶାର ପ୍ରଜ୍ଞାପନ ମେଢ

ପ୍ଲାନେଟ ସଲ୍ୟୁସନରେ ପାଳିତ ହୋଇଯାଇଛି ୭୫ ତମ ସାଧାରଣତନ୍ତ୍ର ଦିବସ 

  • Post category:ଓଡିଶା
  • Reading time:1 mins read

ପ୍ଲାନେଟ ସଲ୍ୟୁସନ ପରିସରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ପ୍ଲାନେଟ ସଲ୍ୟୁସନର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଜାତୀୟ ପତକା ଉତ୍ତୋଳନ କରିଥିଲେ | ଏହି ଅବସରରେ ଶ୍ରୀମତୀ  ସ୍ମିତା ମହାପାତ୍ର, ସୁବର୍ଣା ଦାସ ଏବଂ ଶାନ୍ତନୁ ମିଶ୍ର ଭାଷଣ ଦେଇ ସାଧାରଣତନ୍ତ୍ର ଦିବସର ମହତ୍ୱ ଉପରେ ସଦସ୍ୟମାନଙ୍କୁ ବୁଝାଇଥିଲେ |

Continue Readingପ୍ଲାନେଟ ସଲ୍ୟୁସନରେ ପାଳିତ ହୋଇଯାଇଛି ୭୫ ତମ ସାଧାରଣତନ୍ତ୍ର ଦିବସ 

ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ, ଗାନ୍ଧୀମାର୍ଗରେ ଗଡିଲା ପ୍ରଜ୍ଞାପନ ମେଢ

  • Post category:ଓଡିଶା
  • Reading time:1 mins read

ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପରେଡ୍।

Continue Readingଆଜି ୭୫ ତମ ସାଧାରଣତନ୍ତ୍ର ଦିବସ, ଗାନ୍ଧୀମାର୍ଗରେ ଗଡିଲା ପ୍ରଜ୍ଞାପନ ମେଢ