ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A ++ ମାନ୍ୟତା 

  • Post category:ଓଡିଶା
  • Reading time:1 mins read

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A ++ ମାନ୍ୟତା । ଏହି ମାନ୍ୟତା ମିଳିବା ପରେ କ୍ୟାମ୍ପସ ପରିସରରେ ଖୁସିର ମାହୋଲ ଖେଳିଯାଇଛି। ଛାତ୍ରଛାତ୍ରୀଙ୍କ ଠାରୁ କୁଳପତି ଓ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ସମସ୍ତେ ଆଜି ଖୁସି ମନାଇଛନ୍ତି।

Continue Readingରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A ++ ମାନ୍ୟତା