କେଉଁ ଦଳ ପ୍ରବେଶ କରିବ ସେମିଫାଇନାଲରେ? ଜାଣନ୍ତୁ…

  • Post category:କ୍ରୀଡା
  • Reading time:1 mins read

ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ତିନୋଟି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥିରେ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆର ନାମ ସାମିଲ ଅଛି। ଏଥି ସହିତ ସେମିଫାଇନାଲରେ ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ତିନି ଦଳ ମଧ୍ୟରେ ଲଢେଇ ଚାଲିଛି। ନ୍ୟୁଜିଲାଣ୍ଡ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଏହି ଗୋଟିଏ ସ୍ଥାନ ପାଇଁ ଦୌଡ଼ରେ ଅଛନ୍ତି। ଏହି ତାଲିକାର ପ୍ରଥମ ମ୍ୟାଚ ଆଜି ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ଶ୍ରୀଲଙ୍କାକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିବ, ତେବେ ବୋଧହୁଏ ଏହା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ।

Continue Readingକେଉଁ ଦଳ ପ୍ରବେଶ କରିବ ସେମିଫାଇନାଲରେ? ଜାଣନ୍ତୁ…

ଟଙ୍କା ପାଇଁ କିଡନୀ ବିକିବେ ଆଫଗାନ ସାମ୍ବାଦିକ

  • Post category:ଓଡିଶା
  • Reading time:1 mins read

ଆଫଗାନୀସ୍ଥାନ(୮.୨.୨୩) : ଟଙ୍କା ପାଇଁ କିଡନୀ ବିକିବେ ଆଫଗାନ ସାମ୍ବାଦିକ । ଆଫଗାନିସ୍ତନର ସାମ୍ବାଦିକ ସାମି ଜହେଶ ନିଜ କିଡନୀ ବିକ୍ରି କରିବେ । ଏନେଇ ସେ ଟ୍ୱିଟ୍ କରିବା ପରେ ଅନେକଙ୍କୁ ଏହି ଘଟଣା ଚକିତ କରିଛି । ଜହେଶ…

Continue Readingଟଙ୍କା ପାଇଁ କିଡନୀ ବିକିବେ ଆଫଗାନ ସାମ୍ବାଦିକ