ସଂସଦ ଶୀତକାଳୀନ ଅଧିବେଶନ ସୁରୁଖୁରୁରେ ଚଳାଇବା ନେଇ ରଣନୀତି ପ୍ରସ୍ତୁତ

ଡ଼ିସେମ୍ବର୪ରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ଆଜି ସରକାର ଏକ ସର୍ବଦଳୀୟ ବୈଠକ ପାଇଁ ଡାକିଛନ୍ତି।

Continue Readingସଂସଦ ଶୀତକାଳୀନ ଅଧିବେଶନ ସୁରୁଖୁରୁରେ ଚଳାଇବା ନେଇ ରଣନୀତି ପ୍ରସ୍ତୁତ