ସବୁବେଳେ ଏକାକୀ ରହୁଥିଲେ ସାବଧାନ: WHO

ଆଜିକାଲି ଏକାକୀ ରହିବାକୁ ଅନେକ ଲୋକ ପସନ୍ଦ କରିଛନ୍ତି। ଏହା ଏଥିପାଇଁ ଘଟୁଛି କାହିଁକି ନା ଲୋକ ମାନଙ୍କର ଧାରଣା ରହିଛି ସେମାନେ ନିଜକୁ ସମୟ ଦେଇ ପାରୁଛନ୍ତି, ଏବଂ ଏହାଦ୍ୱାରା ସେମାନଙ୍କ କ୍ରିଏଟିଭିଟି ଭଲ ହେଉଛି।

Continue Readingସବୁବେଳେ ଏକାକୀ ରହୁଥିଲେ ସାବଧାନ: WHO