ରାଜଧାନୀରେ ବୋମାମାଡ଼, ୨ ଆହତ

ଭୁବନେଶ୍ବର(ଏଏନଏସ): ରାଜଧାନୀ ଉପକଣ୍ଠରେ ବୋମାମାଡ଼ । ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏୟାରଫିଲଡ ଥାନା ପଞ୍ଚୁପଲ୍ଲୀଠାରେ ଏହି ବୋମାମାଡ଼ ଘଟଣା ଘଟିଛି। ବୋମାମାଡ଼ରେ ୨ ଆହତ ହୋଇଥିବା ବେଳେ ଉଭୟଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋମାମାଡ଼ କରିଥିବା ଯୁବକର…

Continue Readingରାଜଧାନୀରେ ବୋମାମାଡ଼, ୨ ଆହତ