ଶମ୍ଭୁ ସୀମାରେ ଏକାଠି ହେଲେ ହଜାର ହଜାର ଚାଷୀ, ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ 

କେନ୍ଦ୍ର ସରକାରଙ୍କ ଏମଏସପି ପ୍ରସ୍ତାବକୁ ଖାରଜ । ଶମ୍ଭୁ ସୀମାରେ ଏକାଠି ହୋଇ କୃଷକମାନେ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିଛନ୍ତି । ଅନ୍ୟପଟେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ହରିୟାଣାରୁ ଦିଲ୍ଲୀ ପର୍ଯ୍ୟନ୍ତ କୃଷକଙ୍କ ଦିଲ୍ଲୀ ପଦଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ।

Continue Readingଶମ୍ଭୁ ସୀମାରେ ଏକାଠି ହେଲେ ହଜାର ହଜାର ଚାଷୀ, ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ