ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ନେଇପାରେ ଗଭୀର ଅବାପାତର ରୂପ

ନୂଆଦିଲ୍ଲୀ: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉପୁଜିଥିବା ଲଘୁଚାପ ଘଣ୍ଟାପ୍ରତି ୬ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସ୍ଥଳଭାଗରୁ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପାରାଦୀପର ଦକ୍ଷିଣକୁ ୬୦୦ କିମି, ପଶ୍ଚିମବଙ୍ଗ ଦିଘାର ଦକ୍ଷିଣକୁ…

Continue Readingବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ନେଇପାରେ ଗଭୀର ଅବାପାତର ରୂପ