You are currently viewing ଲୋକଙ୍କ କାମରେ ଆସୁନି ବସ୍‌ଷ୍ଟାଣ୍ଡ

ଲୋକଙ୍କ କାମରେ ଆସୁନି ବସ୍‌ଷ୍ଟାଣ୍ଡ

  • Post category:ଓଡିଶା
  • Reading time:1 mins read

ଭଞ୍ଜନଗର, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଥିବା ବସ୍‌ଷ୍ଟାଣ୍ଡ ଲୋକଙ୍କ କାମରେ ଆସୁନାହିଁ । ସେଠାରେ ଥାଇ ବି ନଥିଲା ଭଳି ଅବସ୍ଥା । ବସ୍‌ ଷ୍ଟାଣ୍ଡରେ ବସ୍‌ ରହିବା ପରିବର୍ତ୍ତେ, ଅନ୍ୟତ୍ର ରୁହେ । ପାଖାପାଖି ଅଞ୍ଚଳରୁ ଆସୁଥିବା ସମସ୍ତ ଗାଡ଼ି ରାସ୍ତାର ଅନ୍ୟ ପାଖରେ ରହୁଛି ବୋଲି କହୁଛନ୍ତି ସେଠାକାର ସ୍ଥାନୀୟବାସିନ୍ଦା ।

ଏହି ସ୍ଥାନକୁ ସଫାସୁତୁରା ମଧ୍ୟ କରାଯାଇନଥାଏ । ଫଳରେ ଅପରିଷ୍କାର ହୋଇ ପଡ଼ିରହିଛି ଏହି ବସ୍‌ ଷ୍ଟାଣ୍ଡ । ଯଦି ସରକାରଙ୍କ ପକ୍ଷରୁ ଏହି ଷ୍ଟାଣ୍ଡଟିର ଉନ୍ନତିକରଣ କରାଯାଆନ୍ତା, ତେବେ ଏଠାକାର ସ୍ଥାନୀୟ ବାସିନ୍ଦା ଗମନାଗମନ ପାଇଁ ହଇରାଣରେ ପଡ଼ନ୍ତେ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।