You are currently viewing ରାଜ୍ୟରୁ ୮୯୧୪ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରୁ ୮୯୧୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର-୦୩.୦୫.୨୦୨୧, ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮୯୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୫୦୮୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୩୮୩୩ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୪୭୧୫୩୬, ସୁସ୍ଥ ସଂଖ୍ୟା ୩୯୭୫୭୫, ସମୁଦାୟ ସକ୍ରିୟ ସଂଖ୍ୟା ୭୧୮୩୫, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୬୫୨୭ | ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଆକ୍ରାନ୍ତ ଚିହ୍ନଟ |

ଅନ୍ୟମାନଙ୍କୁ ଜଣାନ୍ତୁ।