You are currently viewing ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ

ବ୍ରହ୍ମପୁର(ଏଏନଏସ) ୦୧/୧୨: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ।  ଏହି ଗୁଳିକାଣ୍ଡରେ ସଚିନ ଚୌଧୁରୀ (୨୮) ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ସଚିନଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା  ଗୋସାଣିନୁଆଁ ଗାଁ ଥାନା ଅନ୍ତର୍ଗତ ଶାଳିଆ ବନ୍ଧ ସାହିରେ ଗୁଳିକାଣ୍ଡ  ଘଟିଛି।  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥବାର ସଚିନଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଆଜି ଶାଳିଆ ବନ୍ଧ ସାହିରେ ବିଏମ୍ସି ପକ୍ଷରୁ ଜବର ଦଖଲ ଉଚ୍ଛେଦ ଚାଲିଥିଲା ବେଳେ ଏହି ସମୟରେ ଉକ୍ତ ଅଞ୍ଚଳରେ ଗୁଳି ଫୁଟିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।