You are currently viewing ANS SUPERFAST 2@10

ANS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଆଜି ପବିତ୍ର ଦେବସାନ୍ନ ପୁର୍ଣ୍ଣିମା । ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ।
୨. ନୟାଗଡ ଜିଲ୍ଲାରେ ଫାର୍ମ ହାଉସ ପାଇଁ ଯାଗା ଦେଖିବାକୁ ଯାଇଥିବା ବେଳେ ମାମୁଁ ଭଣଜାଙ୍କୁ ଦୁବୁର୍ତ୍ତ ମାନେ ଆକ୍ରମଣ କରିଥିଲେ । ଫଳରେ ମାମୁଁଙ୍କର ମୃତ୍ୟୁ ହୋଇଥିବାବେଳେ ଭଣଜା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
୩. ଆଜି ପହିଲି ରଜ । ସବୁଆଡେ ପିଠାପଣା ସାଙ୍ଗକୁ ଦୋଳିଖେଳି ରଜପାନ ଖାଇ ମଜାନଉଛନ୍ତି କୁଆଁରୀ ଝିଅ ।
୪. ଏତେଦିନ କଷ୍ଟ ପାଇଲାପରେ ଶେଷରେ ଆଖି ବୁଜିଲା ଗୁଳି ବଦ୍ଧ ଦନ୍ତାହାତୀ ।
୫.ରାହୁଲଙ୍କ ଠାରୁ ଅଳ୍ପ ଦୂରରେ ରେସ୍କ୍ୟୁ ଟିମ୍ । ଖୁବ ଶୀଘ୍ର ରାହୁଲ ନିକଟରେ ପହଞ୍ଚିବ ରେସ୍କ୍ୟୁ ଟିମ ।
୬. ବର୍ଷାରେ ଭିଜିବ ଓଡିଶା । ଆସନ୍ତାକାଲି ସୁଦ୍ଧା ମୌସୁମୀ ଓଡିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
୭. ଓଡିଶାର ଗଣ ପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୮. ଆନନ୍ଦପୁର ଉପଖଣ୍ଡ ଗାବନପୁର ଗାଁର ଚାଷଜମିରେ ମା’ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି ।
୯. ଉଦଳାଥାନା ଚୁଳିଆପୋଷି କେନାଲ ରାସ୍ତାରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି ।
୧୦.ସଇଁତଳା ଥାନା ଅନ୍ତର୍ଗତ କଳାହାଣ୍ଡି ଚକରେ ଲୁଟେରାମାନେ ଏକ ବଡ ଧରଣର ଲୁଟ କରିବା ପାଇଁ ଯୋଜନା କଲାବେଳେ ପୋଲିସ ପହଞ୍ଚି ସମସ୍ତ ୭ ଡକାୟତଙ୍କୁ ଗିରଫ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।