You are currently viewing ଆଜି ରାଜ୍ୟ କ୍ୟାବିନେଟ

ଆଜି ରାଜ୍ୟ କ୍ୟାବିନେଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ) ୨୧/୧୦, ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଅନେକ ଗୁରୁତ୍ୱ ପୁର୍ଣ୍ଣ ପ୍ରସ୍ତାବ ଉପରେ ବସିପାରେ ମୋହର । ବିଶେଷକରି ବୈଠକରେ କ୍ରୀଡ଼ା ଓ ଶିକ୍ଷା ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ଏହାଛଡା ରାଜସ୍ୱ, ପାନୀୟ ଜଳ ଯୋଗାଣ, କୃଷି, ସାଧାରଣ ପ୍ରଶାସନ, ପରିବହନ, ପୂର୍ତ୍ତ ଓ କ୍ରୀଡ଼ା ବିଭାଗର ବିଭିନ୍ନ ବିଷୟ ଉପରେ ହୋଇପାରେ ଆଲୋଚନା ।

ଅନ୍ୟମାନଙ୍କୁ ଜଣାନ୍ତୁ।