You are currently viewing ଫସିଲା ଡଙ୍ଗା

ଫସିଲା ଡଙ୍ଗା

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୪/୦୧, ରାଜ୍ୟରେ ଶୀତ କମିଥିଲେ ସୁଦ୍ଧା କୁହୁଡିର ମାତ୍ରା ବଢିଛି । ଫଳରେ ଜନଜୀବନ ଯାତାୟତରେ ଅନେକ ଅସୁବିଧା ହେଉଛି । ଘନ କୁହୁଡି ଯୋଗୁ ଚିଲିକା ମଝିରେ ଏକ ଡଙ୍ଗା ଫସି ରହିଛି । ୨୫ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିଲା ଡଙ୍ଗା । ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ଫଶିଥିବା ସୂଚନା । ଓଡ୍ରାଫ୍ ଟିମରେ ୮ଜଣ ସଦସ୍ୟ ଚିଲିକା ମଝିରେ ଫଶିଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।