You are currently viewing ବନ୍ଧୁକ ଦେଖାଇ ଲୁଟ

ବନ୍ଧୁକ ଦେଖାଇ ଲୁଟ

  • Post category:ଓଡିଶା
  • Reading time:1 mins read

ସୋର(୨୩.୦୧.୨୩) : ବନ୍ଧୁକ ଦେଖାଇ ୩ ଲକ୍ଷ ୭୦ ହଜାର ଉର୍ଦ୍ଧ ଟଙ୍କା ଲୁଟିନେଲେ ଦୁବୃତ୍ତ । ସୋର ଅନନ୍ତପୁର ଫାଣ୍ଡିଗୁଡ ଅନ୍ତର୍ଗତ ବଡେଇବାଙ୍କ ଛକରେ ଏହି ଲୁଟ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, କିଓସ୍କ ବ୍ୟାଙ୍କକୁ ଟଙ୍କା ନେଇଯିବା ବେଳେ ଚିତଳ ଗାଁର ମନୋରଞ୍ଜନ ବାରିକ ଟଙ୍କା ଲୁଟ୍ ହୋଇଛି । ଦୁଇଟି ବାଇକ ଅlପାଚି ଓ ଗୋଟିଏ ପଲସର୍‌ ଆସିଥିଲେ ୫ଜଣ ଲୁଟେରା l ଗୋଇଠା ମାରି ବନ୍ଧୁକ ଦେଖlଇ ମନୋରଞ୍ଜନ ଠାରୁ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ମୋଟ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ ।

ଅନ୍ୟମାନଙ୍କୁ ଜଣାନ୍ତୁ।