You are currently viewing ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଓବାଦୀଙ୍କ ଲଙ୍କାକାଣ୍ଡ

  • Post category:ଓଡିଶା
  • Reading time:1 mins read

ମାଲକାନଗିରି(ଏଏନଏସ)୨୦/୦୩, ମାଓବାଦୀଙ୍କ ବଡ ଧରଣର ଲଙ୍କାକାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ୧୨ଟି ଗାଡ଼ି ଜାଳିଦେଲେ ମାଓବାଦୀ । କୋୟେଲିବେଡା ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ ଗାଡି ଗୁଡ଼ିକୁ ଜାଳିଦେଲେ ମାଓବାଦୀ । ଏଥିରେ ରହିଛି ୮ଟି ଟ୍ରାକ୍ଟର, ଦୁଇଟି JCB, ଦୁଇଟି ଡୋଜରକୁ ଜାଳି ଦେଲ ମାଓବାଦୀ । ରାସ୍ତା ର୍ନିମାଣ କାର୍ଯ୍ୟକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ୧୨ଟି ଗାଡ଼ି ଜାଳିଦେଲେ ମାଓବାଦୀ । କୋୟେଲିବେଡା ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ ଗାଡି ଗୁଡ଼ିକୁ ଜାଳିଦେଲେ ମାଓବାଦୀ । ଏଥିରେ ରହିଛି ୮ଟି ଟ୍ରାକ୍ଟର, ଦୁଇଟି JCB, ଦୁଇଟି ଡୋଜରକୁ ଜାଳି ଦେଲ ମାଓବାଦୀ । ରାସ୍ତା ର୍ନିମାଣ କାର୍ଯ୍ୟକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ ।.

ଅନ୍ୟମାନଙ୍କୁ ଜଣାନ୍ତୁ।