odisha-vigilance

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଏଏନ୍ଏସ୍: ଭିଜିଲାନ୍ସ ଜାଲରେ ନୟାଗଡ ଗଣିଆ ଅତିରିକ୍ତ ତହସିଲଦାର । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲଦାର ବନମାଳି ପରିଡା । ବାଲି ବୋଝେଇ ଟ୍ରକ ଛାଡିବାକୁ ଲାଞ୍ଚ ନେଉଥିଲେ ଅତିରିକ୍ତ ତହସିଲଦାର । ବାଲି ବୋଝେଇ ଟ୍ରକ ଛାଡେିବାକୁ ନେଇ ସରକାରୀ କ୍ୱାଟର୍ସରେ ୩ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପହଞ୍ଚି ସେଠାରୁ ତାଙ୍କୁ ଧରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।