ବନ କର୍ମଚାରୀଙ୍କୁ ଗୁଳିମାଡ

ବୌଦ୍ଧ (୨୯.୩.୨୩) : ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ । ଗତକାଲି ରାତିରେ ବୌଦ୍ଧ ବଘିଆପଡା ଖଲିଆପାଲି ଛକରେ ବନ କର୍ମଚାରୀଙ୍କ ଉପରେ ଗୁଳିମାଡ ହୋଇଥିବା ସୂଚନା । ଦୁର୍ବୃତଙ୍କ ଗୁଳିମାଡରେ ଦୁଇ ବନବିଭାଗ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଫରେଷ୍ଟଗାର୍ଡ ନବ…

ଚିକିତ୍ସା ଅଭାବରୁ ମେଡିକାଲରେ ଚାଲିଗଲା ରୋଗୀଙ୍କ ଜୀବନ

ବାଲେଶ୍ଵର(ଏଏନଏସ)୨୯/୦୩, ବାଲେଶ୍ଵର ମେଡିକାଲରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡରେ ଏହି ଉତ୍ତେଜନା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୋଗରାଇ ଥାନା ଅଲାଲବିନ୍ଧା ଗାଁର ତରୁଲତା…

ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜା

ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା। ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ…

ANS NEWS SUPERFAST [email protected]

୧. ଦେଶରେ ମାଡୁଛି କରୋନା । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ୨ ହଜାର ଟପିଲା ଦୈନ୍ଖଳ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୧ ଶହ ୫୧ ପଜିଟିଭ । ଯାହାକି ଗତ ୫ ମାସରେ ସବୁଠାରୁ ଅଧିକ ।୨. କର୍ଣ୍ଣାଟକ ବିଧାସଭା ନିର୍ବାଚନ ତାରିଖ ଘୋଷଣା କରଛିନ୍ତି ନିର୍ବାଚନ…

ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖ

ଝାରସୁଗୁଡା ୨୯/୦୩, ଆଜି ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖ । ମେ ୧୦ରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏପ୍ରିଲ ୧୩ରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି। ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେ’୧୦ରେ ନିର୍ବାଚନ ହେବାକୁ ଥିବା ବେଳେ ମେ’ ୧୩ରେ ଫଳାଫଳ…

ସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (୨୯.୩.୨୩) : ସ୍ୱାଧିନତା ସଂଗ୍ରାମୀ ସାବରକର ବିରୋଧୀ ବୟାନ ନଦେବା ପାଇଁ ରାହୁଲ ଗାନ୍ଧୀଙ୍କୁ ବୁଝାଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଆଉ ପାୱାର ବୁଝାଇବା ପରେ ରାହୁଲ ଗାନ୍ଧୀଙ୍କ ଚେତା ପଶିଛି । ଆଗକୁ ସାବରକର ବିରୋଧୀ ବୟାନ ଦେବେ ନାହିଁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିବା…

ଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକ

ଆପଣ ଅନେକ ଥର ଦେଖିଥିବେ ଲୋକମାନେ ବସି ବସି ନିଜର ଆଙ୍ଗୁଳିକୁ ଫୁଟାଇଥାନ୍ତି । ଏମିତି କରିବାକୁ ବହୁତ ମଜା ଲାଗିଥାଏ ଆଉ ଏପରି ଅନୁଭବ ହୋଇଥାଏ ଯେପରି ହାତରୁ ସମସ୍ତ ଥକାପଣ ବାହାରିଗଲା । ଆମେ ଏହା ନିଜେ ବି ଜାଣିନଥାନ୍ତି ଯେ ଦିନରେ କେତେ ଥର ଆଙ୍ଗୁଳି ଫୁଟାଇଛନ୍ତି । କିନ୍ତୁ ଆପଣଙ୍କୁ…

ଦୂର ହେବ ଶୀତଳ ଭଣ୍ଡାର ସମସ୍ୟା

ଭୁବନେଶ୍ୱର (୨୯.୩.୨୩) :   ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ସରକାର ରାଜ୍ୟରେ ଏକ ହଜାର ନୂଆ ଶୀତଳିକରଣ ଗୃହ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ବୁଧବାର ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖି ଏପରି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତାଙ୍କ…

ଗାଡି ଚଲାଇ ଧରାପଡିଲେ ନାବାଳକ

ସମ୍ବଲପୁର (୨୯.୩.୨୩) :   ଗାଡି ଚଳାଇ ଧରାପଡିଲେ ନାବାଳକ । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ କଡାକଡି ଚେକିଂ ଚାଲିଛି । ସମ୍ବଲପୁର ବରେଇପାଲି ଥାନା ବିକାଶ ମେଡିକାଲ ପାଖରେ ଆଜି ପରିବହନ ବିଭାଗ ପକ୍ଷରୁ ଚେକିଂ ଚାଲିଥିଲା । ସକାଳୁ ସକାଳୁ ଦୁଇ ଜଣ ସ୍କୁଲ ଛାତ୍ର ଏକ…

ଏନସିପି ନେତା ଫେରିପାଇଲେ ସାଂସଦ ପଦ

ନୂଆଦିଲ୍ଲୀ (୨୯.୩.୨୩) :   ଦେଶ ରାଜନୀତିରେ ଏବେ ରାହୁଲଙ୍କ ସାଂସଦ ପଦ ଅଯୋଗ୍ୟ ଘୋଷଣା ହେବା ଏବେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲଙ୍କୁ ସୁରଟ କୋର୍ଟ ଏକ ମାନହାନୀ ମାମଲାରେ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ପରେ ଲୋକସଭା ସଚିବାଳୟ ତରଫରୁ ତାଙ୍କର ସାଂସଦ ପଦକୁ ଅଯୋଗ୍ୟ ଘୋଷଣା…