ଆସିଲା ବଜାଜ୍ର ସବୁଠାରୁ ଶସ୍ତା ବାଇକ । ଯଦି ଆପଣ ବି ଶସ୍ତା କମ୍ୟୁଟର ବାଇକ କିଣିବାକୁ ଚାହୁଁଛନ୍ତି ତେବେ ବଜାରରେ ଏକ ନୂଆ ଅପସନ ଯୋଡି ହୋଇଯାଇଛି । ବଜାଜ ଅଟୋ ଭାରତୀୟ ବଜାରରେ ନିଜର ଅପଡେଟେଡ ପ୍ଲାଟିନା ୧୧୦ ଏବିଏସ ଲଞ୍ଚ କରିଛି । ୨୦୨୩ ବଜାଜ ପ୍ଲାଟିନା ୧୧୦ ଏବିଏସ ର ଭାରତରେ ପ୍ରାରମ୍ଭିକ ଦାମ ରହିଛି ୭୨,୨୨୪ ଟଙ୍କା । ଯାହା ଏକ ସୋ ରୁମ ଦାମ ରହିଛି । ଖାସ କଥା ଏହା ଯେ ମଡେଲ ୧୧୦ ସିସି ସେଗମେଣ୍ଟ ର ପ୍ରଥମ ଓ ଏକମାତ୍ର ମୋଟର ସାଇକେଲ, ଯାହା ଏବିଏସ ସହିତ ଆସୁଛି । ଏହି ବାଇକର ୪ ଟି କଲର ଅପସନ ରହିଛି ।
ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭକ୍ୟାମେରା ଲେନସରେ କଏଦ ହେଲା ବାଘ