ଡିପ୍‌ଫେକ୍ ଭିଡିଓର ଶିକାର ହେଲେ ରତନ ଟାଟା

  • Post category:ଅପରାଧ
  • Reading time:1 mins read

ନୂଆଦିଲ୍ଲୀ: ଡିପ୍‌ଫେକ୍‌ ଭିଡିଓର ଶିକାର ହୋଇଛନ୍ତି ଟାଟା ଗ୍ରୁପ୍‌ର ମୁଖ୍ୟ ରତନ ଟାଟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଅଭିନେତ୍ରୀ ରଶ୍ମିକା ମନ୍ଦାନା, କାଜୋଲ, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକଙ୍କର ଝିଅ ସାରା ତେନ୍ଦୁଲକର…

Continue Readingଡିପ୍‌ଫେକ୍ ଭିଡିଓର ଶିକାର ହେଲେ ରତନ ଟାଟା

ଆଜି ଜେଲ୍‌ରୁ ମୁକୁଳିପାରନ୍ତି ଅର୍ଚ୍ଚନା ନାଗ

ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ଆଜି ବାହାରିପାରନ୍ତି ଅର୍ଚ୍ଚନା ନାଗ । ଇଡି ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି।

Continue Readingଆଜି ଜେଲ୍‌ରୁ ମୁକୁଳିପାରନ୍ତି ଅର୍ଚ୍ଚନା ନାଗ

ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ସୌରିନ୍‌ଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି

କଟକର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍ ଥିବା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି ହୋଇଛି ।

Continue Readingଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ସୌରିନ୍‌ଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି

୧୩ ସ୍କୁଲରେ ବୋମା ବିସ୍ଫୋରଣ ନେଇ ଇ-ମେଲରେ ଧମକ 

  • Post category:ଅପରାଧ
  • Reading time:1 mins read

ବୋମା ବିସ୍ଫୋରଣ ନେଇ ଇ-ମେଲରେ ଧମକ ପରେ ବର୍ତ୍ତମାନ ୧୩ଟି ସ୍କୁଲକୁ ଖାଲି କରିଦିଆଯାଇଛି। ପୋଲିସ ପକ୍ଷରୁ ତନାଘନା କରାଯାଉଛି।

Continue Reading୧୩ ସ୍କୁଲରେ ବୋମା ବିସ୍ଫୋରଣ ନେଇ ଇ-ମେଲରେ ଧମକ 

ଭିଜିଲାନ୍ସ ଜାଲରେ ବୈପାରିଗୁଡ଼ା ଥାନା ଅଧିକାରୀ

  • Post category:ଅପରାଧ
  • Reading time:1 mins read

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ତାଙ୍କ ନିକଟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିଛି।

Continue Readingଭିଜିଲାନ୍ସ ଜାଲରେ ବୈପାରିଗୁଡ଼ା ଥାନା ଅଧିକାରୀ

ପୂର୍ବ ଶତ୍ରୁତାକୁ ନେଇ ଗାଁରେ ବୋମା ବିସ୍ଫୋରଣ

  • Post category:ଅପରାଧ
  • Reading time:1 mins read

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ଆଜି ସକାଳେ ବୋମା ମାଡ଼ ହୋଇଛି। ଏଥିରେ ୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

Continue Readingପୂର୍ବ ଶତ୍ରୁତାକୁ ନେଇ ଗାଁରେ ବୋମା ବିସ୍ଫୋରଣ

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

  • Post category:ଅପରାଧ
  • Reading time:1 mins read

ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Continue Readingଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର ସ୍ଥିତ ଏକ ଘରୋଇ କଲେଜରେ ଲାଗିଲା ନିଆଁ, ୩ ଛାତ୍ର ଆହତ 

ଭୁବନେଶ୍ୱର ସ୍ଥିତ ତମାଣ୍ଡୋରେ ଅବସ୍ଥିତ ଏକ ଘରୋଇ କଲେଜ (B.N. International College) ରେ ଲାଗିଛି ନିଆଁ । କଲେଜର ୫ମ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି।

Continue Readingଭୁବନେଶ୍ୱର ସ୍ଥିତ ଏକ ଘରୋଇ କଲେଜରେ ଲାଗିଲା ନିଆଁ, ୩ ଛାତ୍ର ଆହତ 

ବଢୁଛି ଜୟନାରାୟଣ ମିଶ୍ରଙ୍କ ଅଡ଼ୁଆ

  • Post category:ଅପରାଧ
  • Reading time:1 mins read

ବଢ଼ିବାରେ ଲାଗିଛି ଜୟନାରାୟଣଙ୍କ ମିଶ୍ରଙ୍କ ଅଡ଼ୁଆ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଥିବା ଦୁଇଟି ମାମଲାରେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Continue Readingବଢୁଛି ଜୟନାରାୟଣ ମିଶ୍ରଙ୍କ ଅଡ଼ୁଆ

ସାଇବର ଠକାମିରେ ଆଇପିଏସ ଅଫିସରଙ୍କ ପତ୍ନୀ

  • Post category:ଅପରାଧ
  • Reading time:1 mins read

ସାଇବର ଠକାମିର ଶିକାର ହେଲେ ଆଇପିଏସ ଅଫିସରଙ୍କ ପତ୍ନୀ। କେବଳ ଆଇପିଏସ୍‌ ଅଧିକାରୀଙ୍କ ପତ୍ନୀ ନୁହନ୍ତି, ତାଙ୍କ ରୋଷେୟାଙ୍କ ଆକାଉଣ୍ଟରୁ ବି କଟିଗଲା ଟଙ୍କା। ଉଭୟଙ୍କ ଆକାଉଣ୍ଟରୁ ୧.୮୦ ଲକ୍ଷ ଟଙ୍କା ଲୁଟି ନେଇଛି ସାଇବର ଠକ। ଏପରି ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଥିବା ବେଳେ ଏନେଇ ଦିଲ୍ଲୀ ସାଇବର ସେଲ୍‌ରେ ମାମଲ ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। 

Continue Readingସାଇବର ଠକାମିରେ ଆଇପିଏସ ଅଫିସରଙ୍କ ପତ୍ନୀ