You are currently viewing ସିରିୟଲ ‘ମେରେ ଡ୍ୟାଡ୍‌ କି ଦୁଲ୍‌ହନ’ ରେ ଅଞ୍ଜଳି କରାଉଛନ୍ତି ନିଜ ଡ୍ୟାଡଙ୍କ ବିବାହ

ସିରିୟଲ ‘ମେରେ ଡ୍ୟାଡ୍‌ କି ଦୁଲ୍‌ହନ’ ରେ ଅଞ୍ଜଳି କରାଉଛନ୍ତି ନିଜ ଡ୍ୟାଡଙ୍କ ବିବାହ

ଚର୍ଚିତ ଅଭିନେତ୍ରୀ ଶ୍ୱେତା ତିୱାରୀ ହାତରେ ପୁଣି ଥରେ ମେହେନ୍ଦୀ ଲଗେଇଛନ୍ତି । ବିବାହର ସବୁ ପରମ୍ପରା ଆରମ୍ଭ ହୋଇସାରିଛି । ସଙ୍ଗୀତ ବହୁ ଜୋରସୋରରେ ଆରମ୍ଭ ହୋଇଛି । ସିରିୟଲ ‘ମେରେ ଡ୍ୟାଡ କି ଦୁଲ୍‌ହନ’ ରେ ନିୟା ଶର୍ମା (ଅଞ୍ଜଳି ତିୱାରୀ ) ତାଙ୍କ ପିତା ଅମ୍ବର ଶର୍ମା ଙ୍କ ପାଇଁ କନ୍ୟା ଖୋଜିବାର ଏକ ମିଶନରେ ଥିଲେ ଏବଂ ଏବେ ତାଙ୍କୁ କନ୍ୟା ଭାବେ ଗୁନୀତ ଶିକ୍କା (ଶ୍ୱେତା ତିୱାରୀ )ଙ୍କୁ ପାଇଛନ୍ତି । ନିୟା ଏହି ବିବାହ ପାଇଁ ନିଜେ ୱେଡିଙ୍ଗ ପ୍ଳାନର ହୋଇ ବିବାହର ସବୁ ଦାୟିତ୍ୱ ନେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।