ବଲିଉଡ୍ର ଡ୍ରଗ୍ସ କାରବାର ଦିନକୁ ଦିନ ଅଧିକ ବ୍ୟାପକ ହେବାରେ ଲାଗିଛି । ଗତ ସପ୍ତାହରେ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ସନ୍ଦେହରେ ସାରା ଅଲ୍ଲୀ ଖାନ୍ ,ରାକୁଲ୍ ପ୍ରୀତ୍ ସିଂ ଏବଂ ଡିଜାଇନର ସିମୋନ୍ଙ୍କ ନାମ ସାମ୍ନାକୁ ଆସିଥିଲା । ଏହି ସପ୍ତାହରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ଦୀପିକା ଏବଂ ତାଙ୍କ ମ୍ୟାନେଜର କରିଶ୍ମାଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସ୍ ଆପ୍ ଚାର୍ଟ ଭାଇରାଲ ହୋଇଛି । ଯେଉଁଥିରେ ଅଭିନେତ୍ରୀ ହ୍ୟାସ ମାଗିଛନ୍ତି । ଏହି ହ୍ୱାଟ୍ସ୍ ଆପ୍ ଚାର୍ଟ ସେତେବେଳେ ହୋଇଥିଲା ଯେତେବେଳେ ଦୀପିକା ସହରରେ ନାଇଟ୍ ଆଉଟ୍ ପାଇଁ ରେଷ୍ଟୁରାଣ୍ଟ ଯାଇଥିଲେ । ଦୀପିକା, ସିଦ୍ଧାର୍ଥ ମଲୋତ୍ରା, ଆଦିତ୍ୟ ରୟ କପୁର ଏବଂ ସୋନାକ୍ସି ସିହ୍ନା ମୁମ୍ବାଇର ଲୋୟର ପାରେଲରେ କୋକୋ ନାମକ ଏକ ଉଚ୍ଚସ୍ତରୀୟ ରେଷ୍ଟୁରାଣ୍ଟ ଛାଡିଥିବାର ନଜରକୁ ଆସିଥଲେ ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ