ପ୍ରସିଦ୍ଧ ଅଭିନେତ୍ରୀ ଏବଂ ନୃତ୍ୟ ଶିଳ୍ପୀ ଜୋହରା ସହଗଲଙ୍କ ଡୁଡୁଲ୍‌…

ଗୁଗୁଲ ଆଜି ପ୍ରସିଦ୍ଧ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ଏବଂ ନୃତ୍ୟ ଡିରେକ୍ଟର ଜୋହରାଙ୍କୁ ସ୍ମରଣ କରି ଏକ ଡୁଡୁଲ ସୃଷ୍ଟି କରିଛି । ଗୁଗୁଲ ତାଙ୍କ ନାମରେ ଏକ ଡୁଡୁଲ ତିଆରି କରି ତାଙ୍କୁ ମନେ ପକାଇଛି । ୧୯୪୬ ରେ ଏହି ଦିନ ଜୋହରା ସହଗଲଙ୍କ ଫିଲ୍ମ ‘ନୀଚା ନଗର’ କାନ୍ସର ଫିଲ୍ମ ଫେଷ୍ଟିଭାଲରେ ମୁକ୍ତି ଲାଭ କରିଥିଲା ।

ଅଭିନେତ୍ରୀଙ୍କ ସ୍ମୃତି ଏକ ଜୀବନ୍ତ, ବୁବୁଲି ଜେଜେମା ଭାବରେ ଦର୍ଶକ ଙ୍କ ହୃଦୟରେ ରହିଆସିଛି । ସେ ୨୭ ଏପ୍ରିଲ୍ ୧୯୧୨ରେ ଜନ୍ମ ହୋଇଥିଲେ । ସେ ପ୍ରାୟ ସାତ ଦଶନ୍ଦି ଧରି ତାଙ୍କ କ୍ୟାରିୟରରେ ନୃତ୍ୟ, ଥିଏଟର ଏବଂ ଚଳଚ୍ଚିତ୍ରରେ ତାଙ୍କ ପ୍ରତିଭା ପ୍ରମାଣ କରିଥିଲେ

Leave A Reply

Your email address will not be published.