ବଲିଉଡର ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁ ବର୍ଷ ଧରି ନିଜ ସୌନ୍ଦର୍ଯ୍ୟରେ ଦର୍ଶକଙ୍କୁ ଦିୱାନା ବନେଇଛନ୍ତି ରେଖା । ରେଖା ୧୦ ଅକ୍ଟୋବର ୧୯୫୪ ରେ ଜନ୍ମ ହୋଇଥିଲେ । ରେଖାଙ୍କ ଅସଲି ନାମ ଥିଲା ଭାନୁରେଖ ଗଣେଶନ କିନ୍ତୁ ତାଙ୍କୁ ଷ୍ଟେଜରେ ରେଖା ନାମରେ ପରିଚୟ ମିଳିଥିଲା । ସେ ୭୦ ଦଶକର ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରିଆସୁଛନ୍ତି । କିନ୍ତୁ ସେ ଏହି ଫିଲ୍ମ ଜଗତକୁ ଆସିବାକୁ ଚାହୁଁନଥିଲେ । ରେଖା ୧୯୬୬ ରେ ବାଲ୍ୟ କଳାକାର ଭାବେ ଫିଲ୍ମ ଜଗତରେ ପାଦ ରଖିଥିଲେ । ଏପର୍ଯ୍ୟନ୍ତ ସେ ୧୮୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ସେ ୨୦୧୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଆଜି ତାଙ୍କ ଜନ୍ମଦିନ ଅବସରରେ ଏଏନଏସ୍ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ