ଫିଲ୍ମ ‘ଯୁଗ ଯୁଗ ଜିୟୋ’ ର ସୁଟିଂକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି କାରଣ ଏଥିରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ବରୁଣ ଏବଂ ନୀତୁ କପୁରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଫିଲ୍ମର ସୁଟିଂ ଚଣ୍ଡିଗଡରେ ହେଉଛି । କଳାକାରମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସୁଟିଂକୁ କିଛି ଦିନ ପାଇଁ ସ୍ଥଗିତ କରାଯାଇଛି । ଦୀର୍ଘ ଦିନର ବିରତି ପରେ ନୀତୁ ସିଂ ବଡପରଦାକୁ ଫେରୁଛନ୍ତି । ବରୁଣ ଏବଂ ନୀତୁ କପୁରଙ୍କ ବ୍ୟତୀତ କିଆରା ଆଡଭାନୀ ଏବଂ ଅନିଲ କପୁରଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ