ୱେବସିରିଜ ମିର୍ଜାପୁର-୨ ଟ୍ରେଲର ରିଲିଜ

ଚର୍ଚ୍ଚିତ ୱେବସିରିଜ ମିର୍ଜାପୁର-୨ର ଟ୍ରେଲର ରିଲିଜ ହୋଇଛି । ଆମାଜନ ପ୍ରାଇମ ପକ୍ଷରୁ ଆଜି ଏହାକୁ ରିଲିଜ କରାଯାଇଛି । ଏହି ୱେରସିରିଜ ଅପେକ୍ଷାରେ ଦର୍ଶକ ରହିଥିଲେ । ଏବେ ଏହାର ରିଲିଜ ଖବରଶୁଣି ବେଶ ଖୁସୀ ଅଛନ୍ତି ଦର୍ଶକ । ଏହି ସିଜିନରେ ପୁରୁଣା ଚରିତ୍ରଙ୍କ ଅପେକ୍ଷା ଅନେକ ନୂଆ ଚରିତ୍ରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ୱେବସିରିଜର ଦ୍ୱିତୀୟ ସିଜିନ ଅକ୍ଟୋବର ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି ।

https://twitter.com/PrimeVideoIN/status/1313380973623406593?s=20
Leave A Reply

Your email address will not be published.