ପବନ ମୁକ୍ତାସନ

ଆଜମଗଡ, (ବନ୍ଦିତା ପଟ୍ଟନାୟକ) :ପୂର୍ବ ପରି ସୋଇ (ଚିତ ହୋଇ) ଦୁଇ ହାତ ଆଙ୍ଗୁଳିମାନଙ୍କୁ ଛନ୍ଦି ପ୍ରଥମେ ଡାହାଣ ଗୋଡର ଆଣ୍ଠୁ ତଳକୁ ଧରି ଶ୍ୱାସ ତ୍ୟାଗ କରି ଛାତି ପାଖକୁ ଟାଣି ନାକକୁ ଆଣ୍ଠୁ ରେ ଲଗାଇ କିଛି ସମୟ (୧୦ରୁ୩୦ ସେକେଣ୍ଡ) ରଖନ୍ତୁ। ପରେ ବାମ ଗୋଡରେ ସେହି ପରି କରନ୍ତୁ। ସେହିପରି ଦୁଇ ଗୋଡ଼ରେ ଅଭ୍ୟାସ କରନ୍ତୁ। ଶେଷରେ ଦୁଇ ଗୋଡ଼ ଧରି ଆଗକୁ ପଛକୁ ଓ ଦୁଇ କଡକୁ ଝୁଲନ୍ତୁ।

ଏହି ଯୋଗର ଉପକାରିତା :-

ଏହା ଦ୍ୱାରା ବାୟୁ ବିକାର, ଅଳ୍ପ ପିତ, ଗଣ୍ଠି ବ୍ୟଥା ତଥା ସ୍ତ୍ରୀ ଲୋକ ମାନଙ୍କର ଗର୍ଭାଶୟ ସମ୍ବନ୍ଧୀୟ ରୋଗ ଦୂର ହୋଇ ଥାଏ।

Leave A Reply

Your email address will not be published.