You are currently viewing ଆଉ କେଇ ଘଣ୍ଟା ପରେ ହେବ ବିଶ୍ଵର ତୃତୀୟ ବୃହତମ ମନ୍ଦିରର ଭୂମି ପୂଜନ

ଆଉ କେଇ ଘଣ୍ଟା ପରେ ହେବ ବିଶ୍ଵର ତୃତୀୟ ବୃହତମ ମନ୍ଦିରର ଭୂମି ପୂଜନ

ଆଉ କିଛି ଘଣ୍ଟା ପରେ ହେବ ଭୂମି ପୂଜନ। ଏହି ପୂଜାକୁ ନେଇ ପୁରା ଅଯୋଧ୍ୟାନଗରୀ ସଜେଇ ହୋଇଛି। ବିଶ୍ବର ତୃତୀୟ ବୃହତମ ମନ୍ଦିରର ଆଜି ହେବ ଭୂମି ପୂଜନ।

ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ ଅଯୋଧ୍ୟାରେ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଏହି ପୂଜା। ରାମ ମନ୍ଦିର ନିର୍ମାଣ ନିମନ୍ତେ ରାଜସ୍ଥାନରୁ ପଥର ଆସିବ।

ଅନ୍ୟମାନଙ୍କୁ ଜଣାନ୍ତୁ।