You are currently viewing ଆଜମଗଡରେ ପାଳିତ ହୋଇଯାଇଛି ସ୍ଵାଧୀନତା ଦିବସ

ଆଜମଗଡରେ ପାଳିତ ହୋଇଯାଇଛି ସ୍ଵାଧୀନତା ଦିବସ

ଆଜମଗଡ, ଆଜି ଆଜମଗଡ ସ୍ଥିତ ସେଣ୍ଟ ଜାଭିୟର ହାଇ ସ୍କୁଲରେ ପାଳିତ ହୋଇଯାଇଛି ସ୍ଵାଧୀନତା ଦିବସ। ସମସ୍ତ କୋଭିଡ କଟକଣାକୁ ପାଳନ କରି ପତାକା ଉତ୍ତୋଳନ କରାଯାଇଛି। ଅଳ୍ପ ସଂଖ୍ୟକ ସ୍କୁଲ ଶିକ୍ଷକଙ୍କ ଉପସ୍ଥିତିରେ ଏହି ଦିବସ ପାଳିତ ହୋଇଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।