ଏୟାର ଇଣ୍ଡିଆ ବୀମାନ ଦୁର୍ଘଟଣା ଗ୍ରସ୍ଥ Post published:August 7, 2020 Post category:ତାଜା ଖବର / ଦେଶ-ବିଦେଶ Reading time:1 mins read ଅବତରଣ ବେଳେ ଖସିପଡିଲା ଏୟାର ଇଣ୍ଡିଆ A737 ବୀମାନ। ଏଥିରେ ୧୯୦ ଜଣ ପସେଞ୍ଜର ଥିବା ସୂଚନା ମିଳିଛି। ବିମାନ ଟି ଦୁବାଇରୁ କଲିକଟ ଫେରୁଥିଲା। ଏହି ଦୁର୍ଘଟଣାରେ ପାଇଲଟ୍ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି। ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଆଜି ଲୌହମାନବୀ ଇନ୍ଦିରା ଗାନ୍ଧୀଙ୍କର ୧୦୩ତମ ଜନ୍ମ ବାର୍ଷିକୀ November 19, 2020 ଛେଳି ବଦଳରେ ମଣିଷ ବଳି January 18, 2022 ଜୁନରେ ସର୍ବାଧିକ ହୋଇପାରେ ସଂକ୍ରମଣ April 17, 2021 ଆମେରିକାର ବାଚସ୍ପତିଙ୍କ ସ୍ୱାମୀଙ୍କୁ ଆକ୍ରମଣ October 29, 2022