ରାୟପୁର-୧୧.୦୫.୨୦୨୧, ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି । କରୋନା ମହାମାରୀ ଏପର୍ଯ୍ୟନ୍ତ ଅନେକ ଲୋକଙ୍କର ଜୀବନ ନେଇସାରିଲାଣି। ତେବେ କରୋନା ମହାମାରୀ କବଳରୁ ମାଓବାଦୀମାନେ ମଧ୍ୟ ବର୍ତ୍ତି ପାରିନାହାନ୍ତି । ଛତିଶଗଡର ଘଞ୍ଚ ଜଙ୍ଗଲ ମଧ୍ୟରେ ରହୁଥିବା ମାଓବାଦୀଙ୍କ ମଧ୍ୟରୁ ୧୦ ମାଓବାଦୀ କରୋନାରେ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ସେମାନଙ୍କ ମୃତ୍ୟୁ ଫୁଡ ପଏଜନିଂ ବା କରୋନାରେ ହୋଇଥିବା ଏସପି କହିଛନ୍ତି । ସୁରକ୍ଷା ବାହିନୀ ଦ୍ୱାରା ସେମାନଙ୍କ ଯୋଗାଣ ଶୃଙ୍ଖଳା ବନ୍ଦ କରିଦିଆଯିବାରୁ ସେମାନଙ୍କୁ ଅସ୍ୱାସ୍ଥ୍ୟକର ତଥା ଅପରିଷ୍କାର ଅବଶିଷ୍ଟ ଖାଦ୍ୟ ଖାଇବାକୁ ବାଧ୍ୟ କରିଛି ଯେଉଁ କାରଣରୁ ସେମାନେ ଫୁଡ୍ ପଏଜନର ଶିକାର ହୋଇଥିବା ଜଣାପଡିଛି ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍