ଉତ୍ତରପ୍ରଦେଶ (29.4.23): ଉତ୍ତରପ୍ରଦେଶ ମୁରାଦାବାଦର ୨୫ ବର୍ଷୀୟା ଫ୍ୟାଶନ ଡିଜାଇନରଙ୍କ ମୃତଦେହ ତାଙ୍କ ବେଡରୁମରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ମଡେଲ ମୁସ୍କାନ ନାରଙ୍ଗ ଆତ୍ମହତ୍ୟାର ଦିନକ ପୂର୍ବରୁ ଇନଷ୍ଟାରେ ନିଜର ଭିଡିଓ ପୋଷ୍ଟ କରିଥିଲେ । ଏହି ମାମଲାରେ ପୁଲିସ ଯାଞ୍ଚ କରି ଆତ୍ମହତ୍ୟାର କାରଣ ଖୋଜୁଛି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ