ନୂଆଦିଲ୍ଲୀ, ଦୀର୍ଘ ୧୬୯ଦିନର ବ୍ୟବଧାନ ପରେ ଦିଲ୍ଲୀରେ ଚଳପ୍ରଚଳ ହେଲା ମେଟ୍ରୋ ଟେନ । କରୋନା ମହାମାରୀ ସମସ୍ତଙ୍କୁ ବିଚଳିତ କରି ରଖିଛି । ପୃଥିବୀରେ କରୋନା ସଂକ୍ରମଣରେ ଭାରତର ସ୍ଥାନ ଦ୍ୱିତୀୟରେ ରହିଛି । କିନ୍ତୁ ଅର୍ଥବ୍ୟବସ୍ଥାକୁ ଦେଖି ଏବେ ସବୁକିଛି ଆଗଭଳି ଚଳାଚଳ ଆରମ୍ଭ ହୋଇଛି । କିନ୍ତୁ କୋଭିଡ଼ କଟକଣାକୁ ସଠିକ୍ ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରସରକାର । କୋଭିଡ କଟକଣା ଭିତରେ ୮ ଘଂଟା ପାଇଁ ଚାଲିବ ଟ୍ରେନ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଜରୁରୀ ନଥିଲେ ମେଟ୍ରୋରେ ନ ଯିବାକୁ ପରାମର୍ଶ ଦିଆଯାଇଛି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା