ନୂଆଦିଲ୍ଲୀ (1.2.23) :ଆଜି ୨୦୨୩ ବର୍ଷ ପାଇଁ ଦେଶର ବଜେଟ୍ ଉପସ୍ଥାପିତ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାର ୨.୦ର ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବର୍ଷ ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଏହି ବଜେଟ୍ ଦେଶ ପାଇଁ ବହୁତ ଖାସ୍ ରହିଛି। ବଜେଟରେ ଦେଶର ସ୍ୱାସ୍ଥ୍ୟ ବିଭାଗରେ ଅନେକ କିଛି ନୂଆ କରିବାକୁ ପ୍ରୟାସ କରାଯାଇଛି।ବଜେଟରେ ସ୍ୱାସ୍ଥ୍ୟ ଶିକ୍ଷା ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି। ୧୫୭ଟି ନୂଆ ନର୍ସିଂ କଲେଜ ଖୋଲିବ । ୨୦୧୪ ପରେ ଖୋଲିଥିବା ୧୫୭ ମେଡିକାଲ କଲେଜ ସହ ସଂଯୁକ୍ତ ରହିବ ୧୫୭ ନର୍ସିଂ କଲେଜ। ଗବେଷଣା ପାଇଁ ସରକାରୀ ଓ ଘରୋଇ ମେଡିକାଲ କଲେଜ ICMR ଲ୍ୟାବ ବ୍ୟବହାର କରିପାରିବେ । ଶିଶୁ ଓ ଯୁବବର୍ଗଙ୍କ ପାଇଁ ଡିଜିଟାଲ ଲାଇବ୍ରେରୀ ପ୍ରତିଷ୍ଠା ହେବ। ଏଥିରେ ବିଭିନ୍ନ ବିଷୟରେ ପୁସ୍ତକ ଉପଲବ୍ଧ ହେବ ।
ବଢିଲା ଟୋଲ ଟିକସରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସ