ନୂଆଦିଲ୍ଲୀ, ଟିକ୍ଟକ୍ ଆପ୍ର ସିଇଓ କେଭିନ ମେୟର ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ ଆଉ ମାର୍କେଟ ନେଉନି ଟିକ୍ଟକ୍ ଆପ । ଭାରତରେ ମଧ୍ୟ ଏହି ଆପ୍ ଟିକୁ ବ୍ୟାନ କରାଯାଇଛି । ବର୍ତ୍ତମାନ ସମୟରେ ଟିକ୍ଟକ୍ କମ୍ପାନୀ ବିଭିନ୍ନ ବିବାଦୀୟ ପରିସ୍ଥିତି ଦେଇ ଗତି କରୁଛି । ଏହି ସମୟରେ ସିଇଓ କେଭିନ ମେୟର ଇସ୍ତଫା ଦେଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଚାଇନା ସହ ବିଭିନ୍ନ ଦେଶର ସମ୍ପର୍କ ଭଲନଥିବା କାରଣରୁ ଏହି କମ୍ପାନୀ ବ୍ୟବସାୟରେ ବାଧା ସୃଷ୍ଟି ହୋଇଛି । କିଛି ଦିନ ମଧ୍ୟରେ ଆମେରିକାରେ ମଧ୍ୟ ଏହି ସଟ୍ ଭିଡ଼ିଓ ଆପ୍ ବ୍ୟାନ ହୋଇପାରେବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ କହିବାକୁ ଗଲେ ଆର୍ଥିକ ମାନ୍ଦାବସ୍ତା ଦେଇ ଗତି କରୁଛି ଏହି ଟିକ୍ଟକ୍ ଆପ୍ କମ୍ପାନୀ ।
ଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପଜାଣନ୍ତୁ ବିଲେଇ ଘରେ ମରିବା ଶୁଭ ନା ଅଶୁଭANS NEWS SUPERFAST [email protected]ଗୋଟେ ଲିମିଟ୍ ଠାରୁ ଅଧିକ ଲୁଣ ସାଜିପାରେ ମୃତ୍ୟୁର କାରଣ