ନୂଆଦିଲ୍ଲୀ, କରୋନାର ନୂଆ ଷ୍ଟ୍ରେନ ଏବେ ସବୁ ସ୍ଥାନରେ ଆତଙ୍କ ସୃଷ୍ଟି କରିଛି ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଲୋକେ । କରୋନା ମହାମାରୀ ଠାରୁ କରୋନା ମହାମାରୀର ନୂଆ ଷ୍ଟ୍ରେନ ୭୦ ପ୍ରତିଶତ ଅଧିକ ଶକ୍ତିଶାଳୀ । ତେଣୁ ଏହାର ସଂକ୍ରମଣ ବହୁତ ଜଲଦୀ ହେବାର ସମ୍ଭାବନା ରହିଛି । ନୂଆ ଷ୍ଟ୍ରେନ ସଂକ୍ରମଣକୁ ଧ୍ୟାନରେ ରଖି ପୁଣି ଥରେ ସାବଧାନତା ଅବଲମ୍ବନ କରାଯାଉଛି । ତେବେ ଏହି କାରଣରୁ ଦେଶରେ ସାଧାରଣତନ୍ତ୍ର ଦିବସ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ପୂର୍ବାପେକ୍ଷା ୨୦୨୧ ସାଧାରଣତନ୍ତ୍ର ଦିବସରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ପରେଡର ଦୂରତାକୁ କମ୍ କରି ଦିଆଯିବା ସହ ମାତ୍ର ୨୫,୦୦୦ ଲୋକଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ନେଇ ସୂଚନା ମିଳିଛି ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ